Video: ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ସ୍ତ୍ରୀ ବାରମ୍ୱାର ସ୍ୱାମୀଙ୍କୁ କଲ୍ କରିବା କାରଣରୁ ସ୍ୱାମୀ ବିରକ୍ତ ପ୍ରକାଶ କରୁଛନ୍ତି । ଏଥିସହ ଖୁବ ଭଲ ଭାବରେ ସ୍ତ୍ରୀଙ୍କୁ ଏପରି ନକରିବା ପାଇଁ ବୁଝାଇ ଦେଉଛନ୍ତି । ଏହି ଭିଡିଓଟି ଖୁବ ଲୋକପ୍ରିୟତା ହାସଲ କରିଥିବା ଦେଖିବାକୁ ମିଳିଛି । କମେଣ୍ଟ ବକ୍ସରେ ସୋସିଆଲ ମିଡିଆ ବ୍ୟବହାରକାରୀ ନିଜର ମତାମତ ଦେଇଛନ୍ତି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.