Rahul Gandhi Viral Video: ଲୋକସଭାରେ ରାହୁଲ ଗାନ୍ଧୀଙ୍କ `ଫ୍ଲାଇଙ୍ଗ୍ କିସ୍`କୁ ନେଇ ହଙ୍ଗାମା, ଦେଖନ୍ତୁ ଘଟଣାର ଭିଡିଓ

Jagdish Barik Wed, 09 Aug 2023-7:20 pm,

Rahul Gandhi Viral Video: ସାଂସଦ ଭାବରେ ପୁନଃ ସ୍ଥାପିତ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ସଂସଦରେ ତାଙ୍କର ପ୍ରଥମ ଭାଷଣ ଦେଇଛନ୍ତି । ଭାଷଣ ଶେଷ ହେବା ପରେ ରାହୁଲ ଫେରୁଥିବା ବେଳେ ଏଭଳି ଘଟଣା ଘଟିଥିଲା, ​​ଯେଉଁଥିରେ ମହିଳା ସାଂସଦମାନେ ଆପତ୍ତି ଉଠାଇଥିଲେ । ରାହୁଲ ବିଜେପି ସାଂସଦଙ୍କ ପ୍ରତି 'ଫ୍ଲାଇଙ୍ଗ କିସ୍' ଦେଇଥିଲେ । ଏହି ପ୍ରସଙ୍ଗରେ ଲୋକସଭା ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରାଯାଇଛି । ଦେଖନ୍ତୁ ଏହି ଘଟଣାର ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link