Jaipur: ନିରୀହ ପିଲାଟି ଅପହରଣକାରୀକୁ ଜାବୁଡି ଧରି କାନ୍ଦିବାକୁ ଲାଗିଲା, ମା` ପାଖକୁ ମଧ୍ୟ ଯିବାକୁ ଚାହୁଁ ନଥିଲା; ଦେଖନ୍ତୁ ଏହି ଭିଡିଓ

Jagdish Barik Fri, 30 Aug 2024-4:55 pm,

Rajasthan Kidnapper viral video: ରାଜସ୍ଥାନର ରାଜଧାନୀ ଜୟପୁରରେ ଜଣେ ଅପହରଣ ହୋଇଥିବା ଏକ ଶିଶୁକୁ ପୋଲିସ ଉଦ୍ଧାର କରିଛି। ତେବେ ନିରୀହ ଅପହରଣକାରୀଙ୍କଠାରୁ ଦୂରେଇ ଯିବାକୁ ସେ ପ୍ରସ୍ତୁତ ନଥିଲା। ଅପହରଣକାରୀ ଓ ନିରୀହ ଶିଶୁ ପରସ୍ପରକୁ ଆଲିଙ୍ଗନ କରି କାନ୍ଦିବାକୁ ଲାଗିଥିଲେ। କେବଳ ଏତିକି ନୁହେଁ, ପିଲାଠାରୁ ଦୂରେଇ ଯିବା ପରେ ଅଭିଯୁକ୍ତ ଆଖି ମଧ୍ୟ ଛଳଛଳ ହୋଇଯାଇଥିଲା। ଅପହରଣକାରୀ ୧୪ ମାସ ପୂର୍ବରୁ ଶିଶୁଟିକୁ ଅପହରଣ କରି ନେଇଥିଲେ। ଶିଶୁକୁ ଅପହରଣ କରିଥିବା ଅଭିଯୁକ୍ତଙ୍କ ନାମ ତନୁଜ ଚହର। ସେ ୟୁପି ପୋଲିସର ନିଲମ୍ବିତ ହେଡ କନଷ୍ଟେବଳ। ଜୟପୁର ପୋଲିସ ତାଙ୍କୁ ଆଲିଗଡରୁ ଗିରଫ କରିଛି। ଦେଖନ୍ତୁ ଏହି ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link