Ram Mandira: ରାମଗିରିରେ ପ୍ରତିଷ୍ଠା ହେବ ରାମ ମନ୍ଦିର, ଚାଲିଛି ଜୋରଦାର ପ୍ରସ୍ତୁତି

Tue, 16 Jan 2024-12:39 pm,

ରାମଗିରିରେ ପ୍ରତିଷ୍ଠା ହେବ ରାମ ମନ୍ଦିର।‌ ନିର୍ମାଣ ଚାଲିଛି ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କ ନବ ନିର୍ମିତ ମନ୍ଦିର , ନିର୍ମାଣାଧିନ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ଯୁଗଳ ମୁର୍ତ୍ତି କୁ ନିର୍ମାଣ ଲାଗିପଡିଛନ୍ତି ରାମଗିରି ଅଞ୍ଚଳର ମୁର୍ତ୍ତି କାରିଗର ବିନାୟକ , ଆଗାମୀ ଜାନୁଆରୀ 22 ତାରିଖରେ ପବିତ୍ର ଶ୍ରୀରାମଙ୍କ ଜନ୍ମଭୁମି ଅଯୋଧ୍ୟା ଠାରେ ପ୍ରଭୁ ଭବ୍ୟ ନୁତନ ମନ୍ଦିର ର ପ୍ରାଣ ପ୍ରତିଷ୍ଠା ହେବାକୁ ଥିବା ବେଳେ ଠିକ ସେହି ଦିନ ସମାନ ତିଥି ଲଗ୍ନ ରେ ରାମଗିରି ରେ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ନବ ବିଗ୍ରହ ର ପ୍ରାଣ ପ୍ରତିଷ୍ଠା ବୌଦିକ ରିତିନିତିରେ ଅନୁଷ୍ଠିତ ହେବ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link