Rani Panda Video: MLA ହେବାକୁ ଲୋକଙ୍କୁ କହିଲେ ରାଣୀ ପଣ୍ଡା, ବିଧାୟିକା ହେଲା ପରେ...

ରଶ୍ମିତା ସାହୁ Mon, 09 Oct 2023-6:00 pm,

ପୁଣିଥରେ ସୋସିଆଲ ମିଡିଆରେ ନିଜର କ୍ରୋଧ ବଖାଣିଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । କେହି ସାହାଯ୍ୟ ସହ କିଛି ଖରାପ କଥା କହିଥିବାରୁ ରାଗି ପାଚି ଲାଲ୍ ହୋଇଛନ୍ତି ଅଭିନେତ୍ରୀ । ତେବେ ସାହାଯ୍ୟ ଦରକାର ହେଲେ ମୋତେ ନିଜ ଅଞ୍ଚଳର ବିଧାୟିକା କରି ସାହାଯ୍ୟ ମାଗ ବୋଲି ଖୁଲମଖୁଲା ଭିଡିଓ ମାଧ୍ୟମରେ କହିଛନ୍ତି ରାଣୀ ପଣ୍ଡା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link