Rani panda Viral Video: ସୁସ୍ଥ ହେବା ପରେ ଏହି ଭିଡିଓ ଜାରି କଲେ ଅଭିନେତ୍ରୀ ରାଣୀ ପଣ୍ତା, ଦେଖନ୍ତୁ

Narmada Behera Jan 29, 2025, 10:57 AM IST

Rani panda Viral Video: ଓଡି଼ଆ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତା। ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ଏନେଇ ତାଙ୍କୁ ମେଡିକାଲ୍ ରେ ଭର୍ତ୍ତି କରାଯାଇଥିଲା। ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ, ଏହାରି ଭିତରେ ସେ ଆଉ ଏକ ଭିଡିଓ ସେୟାର କରିଛନ୍ତି। ଦେଖନ୍ତୁ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link