Video: ବାବା ହରିଶଙ୍କର ପୀଠରେ ପାନୀୟ ଜଳ ସୁବିଧା କଲେ ରିଅଲ ହିରୋ ସବ୍ୟସାଚୀ

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 07 Oct 2024-10:14 am,

Video: ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର ଏଥର ନିଜ ଜନ୍ମଦିନକୁ ଖୁବ ନିଆରା ଢଙ୍ଗରେ ପାଳନ କରିଛନ୍ତି । ସବ୍ୟଙ୍କ ଅଭିନିତ ନୂଆ ସିନେମା 'ରାଣ୍ଡି ପୁଅ ଅନନ୍ତା' ବର୍ତ୍ତମାନ ବଲାଙ୍ଗୀରରେ ସୁଟିଂ ଚାଲିଥିବା ସମୟରେ ସେଠାରେ ଜନ୍ମଦିନ ପାଳନ କରାଯାଇଛି । ବାବା ହରିଶଙ୍କରଙ୍କ ପୀଠ ପରିଦର୍ଶନ କରିବା ସମୟରେ ସବ୍ୟ ଜାଣିପାରିଥିଲେ ଯେ, ସେଠାରେ ଭକ୍ତଙ୍କ ପାଇଁ ପାନୀୟ ଜଳର ସମସ୍ୟା ରହିଛି । ତେଣୁ ସେ ଏହା ଦିଗରେ କାର୍ଯ୍ୟ କରି ଭକ୍ତମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରିଛନ୍ତି । ଏହି ଅବସରରେ ପୂଜା କରିଥିଲେ ସବ୍ୟସାଚୀ ଏଥିସହ କେକ୍ କାଟି ଜନ୍ମଦିନ ପାଳିଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link