Riya Dey Item Song: `ହାଏରେ ମୋ ରଙ୍ଗଲତା` ଗୀତରେ ରିୟାଙ୍କ ଜବରଦସ୍ତ ଡ୍ୟାନ୍ସ, ଦେଖନ୍ତୁ ଏହି ଭିଡିଓ

ରଶ୍ମିତା ସାହୁ Mon, 02 Oct 2023-1:57 pm,

ଖୁବଶୀଘ୍ର ରୂପେଲି ପରଦାରେ ରିଲିଜ ହେବାକୁ ଯାଉଛି ଫିଲ୍ମ କଟକ ଶେଷରୁ ଆରମ୍ଭ । ଏଥିରେ ଓଲିଉଡ ଜଗତର ଆଗଧାଡ଼ିର ନାୟକ ନାୟିକା ଥିବା ବେଳେ ଆଇଟମ ସଙ୍ଗର ତଡକା ଲଗାଇଛନ୍ତି ନିର୍ଦ୍ଦେଶକ । ତେବେ ଟ୍ରେଣ୍ଡିଂ ଗୀତ 'ହାଏରେ ମୋ ରଙ୍ଗଲତା' ଗୀତରେ ନିଜର ଜବରଦସ୍ତ ଜଲୱା ଦେଖାଇଛନ୍ତି ଅଭିନେତ୍ରୀ ରିୟା ଦେ। ଗେଟ୍ ଅପ୍ ସହ ରିୟା ଙ୍କ ଡ୍ୟାନ୍ସକୁ ଖୁବ ତାରିଫ କରାଯାଉଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link