Pushkara Audio: ଟ୍ରେଲର ପରେ ଲିଙ୍ଗରାଜଙ୍କ ପାଖେ ରିଲିଜ ହେଲା `ପୁଷ୍କରା`ର ଅଡିଓ

ରଶ୍ମିତା ସାହୁ Sun, 10 Sep 2023-3:16 pm,

ଗଣେଶ ପୂଜାରେ ପ୍ରେକ୍ଷାଳୟରେ ''''ପୂଷ୍କରା''''।ଓଡ଼ିଆ ସିନେପ୍ରେମୀ ଦର୍ଶକଙ୍କୁ ଦେବ ନୂତନ ସ୍ଵାଦ। ପୁରୀରେ ପୋଷ୍ଟର ରିଲିଜ୍ ପରେ ଲିଙ୍ଗରାଜଙ୍କ ନିକଟରେ ରିଲିଜ୍ ହେଲା ଅଡିଓ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link