Sabyarchita Video: ପାହାଡ ଉପରୁ ଭାଇରାଲ ହେଲା ସବ୍ୟ ଅର୍ଚ୍ଚିତାଙ୍କ ଏହି ମଜାଦାର ଭିଡିଓ...

ରଶ୍ମିତା ସାହୁ Sun, 26 Nov 2023-2:52 pm,

ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାନ୍ତି ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ତଥା ପତ୍ନୀ ଅର୍ଚ୍ଚିତା । ତେବେ ପୁଷ୍କରା ଫିଲ୍ମର ସଫଳତା ପରେ ଏବେ ବ୍ରେକ୍ ନେଇଛନ୍ତି ଅଭିନେତା । ହେଲେ ଇନଷ୍ଟାଗ୍ରାମରେ ସବ୍ୟସାଚୀ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ପାହାଡ ଉପରେ ଦୁଇ ମାଙ୍କଡ ବସିଥିବା ବେଳେ ଅନ୍ୟପଟେ ଅର୍ଚ୍ଚିତା ଓ ସବ୍ୟସାଚୀ ବସିଛନ୍ତି। ତେବେ ଏହି ମଜାଦାର ଭିଡିଓକୁ ନେଇ ସବ୍ୟ କ୍ୟାପସନ ଲେଖିଛନ୍ତି Love is all the same, be it animals or Human

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link