Sachin Tendulkar `ନାଟୁ-ନାଟୁ` ଗୀତରେ ରାମ ଚରଣ ଓ ଅକ୍ଷୟଙ୍କ ସହ କଲେ ଏପରି ଡ୍ୟାନ୍ସ, ଭିଡିଓ ହୋଇଗଲା ଭାଇରାଲ୍

Jagdish Barik Wed, 06 Mar 2024-8:42 pm,

Sachin Tendulkar Dances Naatu Naatu Video: ଇଣ୍ଡିଆନ୍ ଷ୍ଟ୍ରିଟ୍ ପ୍ରିମିୟର ଲିଗ୍ (ISPL) ବୁଧବାର ଦିନ ଠାରୁ ଆରମ୍ଭ ହୋଇଛି। ISPL ହେଉଛି ଏକ T10 ଲିଗ୍, ଯାହା ନୂତନ ଖେଳାଳିଙ୍କୁ ଆବିଷ୍କାର, ତାଲିମ ଓ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି। ଆଇଏସପିଏଲ୍ ଉଦଘାଟନୀ ମ୍ୟାଚ୍ ପୂର୍ବରୁ ମହାନ କ୍ରିକେଟର ସଚିନ ତେନ୍ଦୁଲକର ଚାରି କଳାକାରଙ୍କ ସହ 'ନାଟୁ-ନାଟୁ' ଗୀତରେ ନାଚୁଥିବାର ନଜର ଆସିଥିଲେ। ସଚିନ ମଞ୍ଚରେ ରାମ ଚରଣ, ଅକ୍ଷୟ କୁମାର, ବୋମାନ ଇରାନୀ ଓ ସୂର୍ଯ୍ୟଙ୍କ ସହ ଡ୍ୟାନ୍ସ କରିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link