Sahoo Bhauja Old Video: କିଏ ଥିଲା ସାହୁ ଭାଉଜଙ୍କ ପ୍ରେମିକ, ପୁରୁଣା ଭିଡିଓ ଭାଇରାଲ

Rashmita Sahoo Sat, 05 Oct 2024-2:00 pm,

Sahoo Bhauja Old Video: ଏବେ ଖୁବ ଚର୍ଚ୍ଚାରେ ରହିଛନ୍ତି ସାହୁ ଭାଉଜ ଓରଫ ଆଞ୍ଜେଲଶ୍ରୀ । ଯାତ୍ରା ଷ୍ଟେଜରେ ଡ୍ୟାନ୍ସ କରି ଭାଇରାଲ ହୋଇଥିବା ସାହୁ ଭାଉଜ ପୂର୍ବରୁ କମେଡି ଓ ଓଡ଼ିଆ ଆଲବମରେ ବି ନଜର ଆସିଛନ୍ତି। ତେବେ ଏକବର୍ଷ ତଳର ଏହି ଭିଡିଓରେ ଶ୍ରୀ ଅଫିସ କାମରେ ବ୍ୟସ୍ତ ରହିଛନ୍ତି ହେଲେ ସେତେବେଳେ ତାଙ୍କ ପୂର୍ବତନ ପ୍ରେମିକଙ୍କ କଲ୍ ଆସୁଛି। ଏହି ଭିଡିଓର କ୍ୟାପସନରେ ଶ୍ରୀ ଲେଖିଛନ୍ତି କି, Very sad...ଏହାସହ ଭିଡିଓ ଉପର କ୍ୟାପସନରେ ଲେଖିଛନ୍ତି Pov ଯେତେବେଳେ କାମ ବେଳେ ଏକ୍ସର କଲ୍ ଆସିଯାଏ। ଆପଣ ବି ଦେଖନ୍ତୁ ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link