Angel Shree Video: ପୁଣିଥରେ ଯାତ୍ରା ଷ୍ଟେଜରେ ରେକର୍ଡ ଭାଙ୍ଗିଲେ ସାହୁ ଭେରାଇଟି ଷ୍ଟୋର ଭାଉଜ

Rashmita Sahoo Sun, 29 Sep 2024-6:13 pm,

Angel Shree Video: ଏବେ ବେଶ ଚର୍ଚ୍ଚାରେ ରହୁଛନ୍ତି ସାହୁ ଭେରାଇଟି ଷ୍ଟୋର ର ଭାଉଜ। ଯାତ୍ରା ଷ୍ଟେଜରେ କମାଲ କରୁଛନ୍ତି ସାହୁ ଭେରାଇଟି ଷ୍ଟୋର ଭାଉଜ। ଏବେ କିଛି ସମୟ ପୂର୍ବରୁ ପୁଣିଥରେ ଏକ ଭିଡିଓ ସେୟାର କରିଛନ୍ତି ଡ୍ୟାନ୍ସର ଆଞ୍ଜେଲ ଶ୍ରୀ । ପ୍ରଥମେ କମେଡି ଆଉ ଏବେ ଯାତ୍ରା ପେଣ୍ଡାଲରେ ଡ୍ୟାନ୍ସ। ତେବେ କିଛି ଘଣ୍ଟା ପୂର୍ବରୁ ସେୟାର ହୋଇଥିବା ଭିଡିଓରେ ସେ ବିନ୍ ବାଲା ଗୀତରେ ଜବରଦସ୍ତ ନାଚିଛନ୍ତି ଶ୍ରୀ । ତେବେ ତାଙ୍କ ଡ୍ୟାନ୍ସ ଦେଖି ସମସ୍ତେ କହିଛନ୍ତି ଯେ, ଏବେ ନିଶାଙ୍କୁ ପଛରେ ପକାଇଛନ୍ତି ସାହୁ ଭାଉଜ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link