Video: ସପିଂ ମଲରେ ଏମିତି ଷ୍ଟେପ୍ ପକାଇଲେ `ସାହୁ ଭାଉଜ`, ପୁଣି ଭାଇରାଲ୍ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 30 Sep 2024-10:27 pm,

Video: ପୂର୍ବରୁ ହାସ୍ୟ ଅଭିନେତା ରାଜୁ ଦାସଙ୍କ ସହ ୟୁଟୁବ ଭିଡିଓରେ ଅଭିନୟ କରି ଚର୍ଚ୍ଚାରେ ଥିଲେ 'ସାହୁ ଭାଉଜ' ଭାଗ୍ୟଶ୍ରୀ । ନିକଟରେ ଯାତ୍ରା ମଞ୍ଚରେ ନିଜର ନୃତ୍ୟକୁ ନେଇ ଅଧିକ ଚର୍ଚ୍ଚାକୁ ଆସିଥିଲେ । ସେବେଠୁ ଭାଗ୍ୟଶ୍ରୀଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି । ଏହି ଭିଡିଓଟି ଏକ ସପିଂ ମଲର ବୋଲି ଅନୁମାନ କରାଯାଉଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link