Sahoo Bhauja Viral Video: ଯାତ୍ରା ମଞ୍ଚ ଛାଡି଼ ପାର୍କରେ ଜଲଓ୍ବା ଦେଖାଇଲେ ସାହୁ ଭାଉଜ, ଦେଖନ୍ତୁ ଭିଡିଓ

Narmada Behera Thu, 26 Sep 2024-12:55 pm,

Sahoo Bhauja Viral Video: ଯାତ୍ରା ଅଭିନେତ୍ରୀ ତଥା ଆଇଟମ୍ ଡାନ୍ସର ସାହୁ ଭାଉଜ। ନିକଟରେ  ଯାତ୍ରା ମଞ୍ଚରେ ସେ ଅଶ୍ଲିଳ ନୃତ୍ୟୁ କରି ବିବାଦ ଘେରକୁ ଆସିଥିଲେ। ପରେ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ। ତେବେ,ଏହାରି ଭିତରେ ତାଙ୍କର ଆଉ ଏକ ଭିଡ଼ିଓ ସୋସିଆଲ୍ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଦେଖନ୍ତୁ କିଭଳି ଭାବରେ ସେ ଯାତ୍ରା ମଞ୍ଚ ଛାଡି ପାର୍କରେ ଡାନ୍ସ କରୁଛନ୍ତି।.... ଦେଖନ୍ତୁ ଏହି ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link