Angel Shree Video: ପୁଣି ଷ୍ଟେଜ ଉପରୁ ଭାଇରାଲ ହେଲେ ସାହୁ ଭେରାଇଟି ଷ୍ଟୋର ଭାଉଜ

Rashmita Sahoo Fri, 04 Oct 2024-2:26 pm,

Angel Shree Video: ପୁଣିଥରେ ଷ୍ଟେଜ ଉପରୁ ଭାଇରାଲ ହେଲେ ସାହୁ ଭେରାଇଟି ଷ୍ଟୋର ଭାଉଜ । ଜଣେ ଯୁବକଙ୍କ ସହ ଏମିତି ଢଙ୍ଗରେ ନଜର ଆସିଲେ ଭାଉଜ ଶ୍ରୀ। ତେବେ ଜଣେ ଯୁବକଙ୍କ ସହ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି ଶ୍ରୀ । ତେବେ ଏହି ଭିଡିଓ ଦେଖି କିଛି ଲୋକ ପ୍ରଂଶସା କରୁଥିବା ବେଳେ କିଛି ଲୋକ ଭାଉଜ ପୁଣିଥରେ ଫର୍ମକୁ ଫେରିଛନ୍ତି ବୋଲି କମେଣ୍ଟସ ଦେଇଛନ୍ତି। ତେବେ ଏହି ଭିଡିଓ ରେ କିଛିଟା ସ୍ଥାନରେ ଯାତ୍ରା ଡ୍ୟାନ୍ସର ନିଜର ସୀମା ପାର୍ କରିଛନ୍ତି ବୋଲି ମଧ୍ୟ କୁହାଯାଇଛି। ମାତ୍ର ତାହା ଦେଖାଇବା ଆମ ପକ୍ଷେ ଉଚିତ୍ ନଥିବାରୁ ତାହାକୁ ଏଡିଟ୍ କରାଯାଇ ଏହି ଭିଡିଓ ପୋଷ୍ଟ କରାଯାଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link