Sahoo Bhauja Video: ସାହୁ ଭାଉଜଙ୍କୁ ଦେଖିବାକୁ ଷ୍ଟେଜତଳେ ଠେଲାପେଲା, ପିଟାପିଟି

Rashmita Sahoo Mon, 07 Oct 2024-2:27 pm,

Sahoo Bhauja Video: ସାହୁ ଭାଉଜଙ୍କ ଟିକିଏ ଝଲକ୍ ପାଇବାକୁ ହାଉସଫୁଲ,ଷ୍ଟେଜତଳେ ଠେଲାପେଲା ସହ ପିଟାପିଟି । କିଛି ସମୟ ତଳେ ପୋଷ୍ଟ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ହାଉସଫୁଲ ହେବା ପରେ କିଛି ଯୁବକଙ୍କ ମଧ୍ୟରେ ବସିବାକୁ ନେଇ ପିଟାପିଟି ପରିସ୍ଥିତି ଦେଖିବାକୁ ମିଳିଛି। ତେବେ ବାରମ୍ବାର କମେଣ୍ଟ୍ରି ମାଧ୍ୟମରେ ବସିବାକୁ କୁହାଯାଉଥିଲା ହେଲେ ଦର୍ଶକ କିଛି ନଶୁଣି ବରଂ ଝଗଡ଼ା କରିବାରେ ବ୍ୟସ୍ତ ଥିଲେ। ତେବେ ଏହି ଭିଡିଓଟି କେଉଁ ସ୍ଥାନର କେଉଁ ଗଣନାଟ୍ୟର ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ।   Also Read:   

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link