Sahoo Bhauja Video: କମେଡି ଛାଡ଼ି ଯାତ୍ରା ଷ୍ଟେଜରେ ନିଆଁ ଲଗାଇଲେ ସାହୁ ଭେରାଇଟି ଷ୍ଟୋର ଭାଉଜ

Rashmita Sahoo Sun, 22 Sep 2024-3:52 pm,

Sahoo Bhauja Video: ଯାତ୍ରା ଷ୍ଟେଜରେ ଏମିତି ରୂପରେ ନଜର ଆସିଲେ ସାହୁ ଭେରାଇଟି ଷ୍ଟୋରର ଭାଉଜ, ତାଜୁବ ହେଲେ ଫ୍ୟାନ୍ସ। ବାସ୍ତବରେ କମେଡି ସୋ ସାହୁ ଭେରାଇଟି ଷ୍ଟୋରରୁ ପପୁଲାର ହୋଇଥିବା ସାହୁ ଭାଉଜ ଏବେ ବେଶ୍ ଚର୍ଚ୍ଚାରେ । କାରଣ କିଛିଦିନ ତଳେ ସାହୁ ବାବୁଙ୍କ ଅନ୍ୟ କୌଣସି କମେଡି ଭିଡିଓରେ ସେ ନଜର ଆସୁନଥିଲେ। ଏନେଇ ଅନେକ ମିଡିଆ ବି ତାଙ୍କର ପ୍ରତିକ୍ରିୟା ନେଇଥିଲେ। ତେବେ ୟୁଟ୍ୟୁବ କମେଡି ଭିଡିଓ ଛାଡ଼ି ଏବେ ଯାତ୍ରା ଷ୍ଟେଜରେ କମାଲ କରୁଛନ୍ତି ଆଞ୍ଜେଲ ଶ୍ରୀ ବା ସାହୁ ଭେରାଇଟି ଷ୍ଟୋରର ଭାଉଜ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link