Shree New Video: ଯାତ୍ରା ଷ୍ଟେଜରେ ପୁଣି ଧୂଳି ଉଡ଼େଇଲେ ସାହୁ ଭେରାଇଟି ଷ୍ଟୋର ଭାଉଜ

Rashmita Sahoo Fri, 27 Sep 2024-6:13 pm,

Shree New Video: ଏବେ ଓଡ଼ିଆ ଯାତ୍ରା ରେ କେବଳ ଗୋଟିଏ ନାଁ ସାହୁ ଭେରାଇଟି ଷ୍ଟୋର ଭାଉଜ । କାରଣ କମେଡି ଭିଡିଓରେ ନିଜର ଜଲୱା ଦେଖାଇଥିବା ଭାଉଜ ଓରଫ ଶ୍ରୀ ଏବେ ଯାତ୍ରା ପେଣ୍ଡାଲରେ ନିଆଁ ଲଗାଉଛନ୍ତି । କିଛି ଦିନ ତଳେ ଭାଇରାଲ ହୋଇଥିବା ଏକ ଭିଡିଓ ମାଧ୍ୟମରେ ଲାଇମ ଲାଇଟକୁ ଆସିଥିଲେ ଭାଉଜ ଶ୍ରୀ । ତେବେ କ୍ଷମା ପ୍ରାର୍ଥନା ପରେ ସେ ପୁଣିଥରେ ଯାତ୍ରା ପେଣ୍ଡାଲରେ କମାଲ କରୁଛନ୍ତି । ତେବେ କିଛି ସମୟ ପୂର୍ବେ ସେ ନିଜେ ଏକ ଭିଡିଓ ସେୟାର କରିଛନ୍ତି। ତେବେ ଏହି ଭିଡିଓରେ ଦର୍ଶକଙ୍କ ମନ କିଣିନେଇଛନ୍ତି ଶ୍ରୀ । କେବଳ କଥାବାର୍ତ୍ତା ସହ ରସବତୀ ଗିଲାସ ଗୀତର କ୍ୟାପସନ ରଖିଛନ୍ତି ସାହୁ ଭେରାଇଟି ଷ୍ଟୋର ଭାଉଜ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link