Sambalpur: ବୁର୍ଲା ଭୀମସାର ନିରାମୟ ସେଣ୍ଟରରେ ଫାର୍ମାସିଷ୍ଟ ଓ ଜଣେ ଜୁନିଅର ଡାକ୍ତର ମଧ୍ୟରେ ଯୁକ୍ତିତର୍କ ଭିଡିଓ ଭାଇରଲ

Jagdish Barik Sat, 13 May 2023-9:03 pm,

VIMSAR Viral Video: ବୁର୍ଲା ଭୀମସାର ନିରାମୟ ସେଣ୍ଟରରେ ଫାର୍ମାସିଷ୍ଟ ଓ ଜଣେ ଜୁନିଅର ଡାକ୍ତରଙ୍କ ମଧ୍ୟରେ ପାଟିତୁଣ୍ଡର ଭିଡିଓ ଭାଇରଲ । ଭିଡିଓ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ କରୁଥିବାରରେ ଦେଖିବାକୁ ମିଳିଛି । ଏହି କ୍ଲିପଟି ଏବେ ଚାରିଆଡେ ଘୁରି ବୁଲୁଥିବା ବେଳେ ଏଭଳି ଘଟଣାକୁ ସାଧାରଣରେ ନିନ୍ଦା କରୁଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link