Manoj Mishra: ମନୋଜ ମିଶ୍ରଙ୍କ ଏହା ବ୍ୟକ୍ତିଗତ ମାମଲା, ଲୋକଙ୍କ ଉପରେ ବର୍ଷିଲେ ୟୁଟ୍ୟୁବର

Rashmita Sahoo Sat, 14 Sep 2024-9:26 pm,

Manoj Mishra: ଅଭିନେତ୍ରୀ ମମତା ନନ୍ଦଙ୍କୁ ବିବାହ କରିବା ପରେ ମନୋଜ ମିଶ୍ରଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ସେପଟେ ୨ୟ ବିବାହ ପରେ ଧିରେ ଧିରେ ପୁରୁଣା ଭିଡିଓ ସେୟାର କରୁଛନ୍ତି ପ୍ରଥମ ପତ୍ନୀ ମାନା ମିଶ୍ର । ହେଲେ କିଛି ସାମାଜିକ ଗଣମାଧ୍ୟମ ତାଙ୍କ ବିବାହକୁ ନେଇ କଦର୍ଥ କରୁଥିବା ନେଇ ଗତ ଦୁଇଦିନ ତଳେ ସାଇବର ଥାନାରେ ଏତଲା ଦେଇଥିଲେ ମମତା ନନ୍ଦ ଓ ମନୋଜ ମିଶ୍ର। ତେବେ ଆଜି ମନୋଜ ମିଶ୍ର ଆଉ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଜଣେ ସମ୍ବଲପୁରୀ ୟୁଟ୍ୟୁବର କିଛି ଲୋକ ଓ ସାମାଜିକ ଗଣମାଧ୍ୟମ ଉପରେ ଜୋରଦାର ବର୍ଷିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link