Geetanjali Routray: ଦାମ ରାଉତରାୟଙ୍କ ବୋହୂଙ୍କୁ ହରାଇ ଜିତିଲେ ବିଜେପି ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ୱାଇଁ

ପ୍ରିୟମ୍ବଦା ରଣା Wed, 05 Jun 2024-5:45 pm,

Geetanjali Routray: ହାରିଲେ ଦାମଙ୍କୁ ବୋହୂ ଜଗତସିଂହପୁର ଜିଲ୍ଲା ବିଜେଡି ର ଦୁର୍ଗ ପାଲଟିଥିବା ପାରାଦୀପ ନିର୍ବାଚନ ମଣ୍ଡଳୀ ରେ ଫୁଟିଛି ପଦ୍ମ l ପାରାଦୀପ ବିଜେପି ର ଉଦୀୟମାନ ଯୁବ ନେତୃତ୍ୱ ତଥା ବିଜେପି ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ୱାଇଁ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥୀନୀ ଗୀତାଞ୍ଜଳି ରାଉତରାୟ ଙ୍କୁ 15,619 ଖଣ୍ଡ ଭୋଟରେ ପରାସ୍ତ କରି ବିଜୟଲାଭ କରିଛନ୍ତି l ଯାହାକୁ ନେଇ ବନ୍ଦରନଗରୀ ପାରାଦୀପ ସମେତ ସମଗ୍ର ପାରାଦୀପ ନିର୍ବାଚନ ମଣ୍ଡଳୀ ରେ ଦେଖିବାକୁ ମିଳିଛି ଅଦିନିଆ ହୋଲି ଓ ଦିୱାଲୀ l

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link