ଆଟେଣ୍ଡେନ୍ସ ସମୟରେ `Yes Sir` ପରିବର୍ତ୍ତେ `ଜୟ ଶ୍ରୀ ରାମ` କହିଲେ ଛାତ୍ରଛାତ୍ରୀ, ଭାଇରାଲ୍ ହେଲା ଏହି ସ୍କୁଲର ଭିଡିଓ

Jagdish Barik Thu, 11 Jan 2024-7:17 pm,

School Students Viral Video: ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଶିକ୍ଷକ ଶ୍ରେଣୀରେ ପହଞ୍ଚିବା ମାତ୍ରେ ଛାତ୍ରଛାତ୍ରୀମାନେ 'ଜୟ ଶ୍ରୀ ରାମ' କହୁଛନ୍ତି, ଏହା ପରେ ଯେତେବେଳେ ଆଟେଣ୍ଡେନ୍ସ ସମୟ ଆସେ ସେତେବେଳେ ପିଲାମାନେ 'Yes Sir' ବଦଳରେ ଜୟ ଶ୍ରୀ ରାମ କହୁଛନ୍ତି। ଏହି ଭିଡିଓଟି ସୋସିଆଲ୍ ମିଡିଆରେ ସେୟାର କରାଯାଇଛି ଓ ଲେଖାଯାଇଛି ଯେ ଅଯୋଧ୍ୟାରେ ରାମ ଜନ୍ମଭୂମି ମନ୍ଦିରର ଉଦଘାଟନ ପୂର୍ବରୁ ଉତ୍ତର ଗୁଜୁରାଟର ବନାସକାଣ୍ଠାର ଏକ ବିଦ୍ୟାଳୟ ଆଟେଣ୍ଡେନ୍ସ ସମୟରେ 'Yes Sir' ପରିବର୍ତ୍ତେ 'ଜୟ ଶ୍ରୀ ରାମ'କୁ ବଦଳାଇ ଦେଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link