Seema Sachin Latest Viral Video: ସରହଦ ଡେଇଁ ପ୍ରେମ ପାଇଁ ଆସିଥିବା ସୀମାଙ୍କ ମୁଣ୍ଡରେ ସିନ୍ଦୁର ଭରିଲେ ପ୍ରେମିକ ସଚିନ, ଦେଖନ୍ତୁ ଭିଡ଼ିଓ

ଜୀ ଓଡ଼ିଶା ଡେସ୍କ Thu, 10 Aug 2023-9:36 am,

ସୀମା ହାଇଦର ପାକିସ୍ତାନରୁ ଭାରତ ଆସିବା ଦିନଠାରୁ ସେ ଗୋଟିଏ କାରଣ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। ଏବେ ପୁଣିଥରେ ସୀମା ଏବଂ ସଚିନଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭାଇରାଲ ଭିଡିଓରେ ସନି ଦେଓଲ ଅଭିନୀତ ଗଦର ଫିଲ୍ମର ଗୀତ ମଧ୍ୟ ଭିଡ଼ିଓରେ ବାଜୁଥିବା ଦେଖିବାକୁ ମିଳିଛି। ଏକ ସାକ୍ଷାତକାରରେ ସୀମା ଅନେକ ଥର କହିଛନ୍ତି ଯେ ସେ ସନ୍ନି ଦେଓଲଙ୍କ ଗଦରକୁ ବହୁତ ପସନ୍ଦ କରନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link