Road Accident: ସଉଦା କିଣି ଚାଲିଚାଲି ଯାଉଥିବା ବେଳେ ଚଢିଗଲା ଟ୍ରକ୍, ଯୁବକ ମୃତ

ରଶ୍ମିତା ସାହୁ Nov 13, 2023, 17:13 PM IST

୫୭ ନମ୍ବର ଜାତୀୟ ରାଜପଥର ମୁକୁନ୍ଦପ୍ରସାଦ ଛକରେ ଦୁର୍ଘଟଣା, ଟ୍ରକ ଚାପାରେ ଯୁବକର ମୃତ୍ୟୁ, ସଉଦା କିଣି ଚାଲିଚାଲି ଯାଉଥିବା ବେଳେ ଚଢିଗଲା ଟ୍ରକ। ଯୁବକ ଜଣଙ୍କ ପଶ୍ଚିମବଙ୍ଗ ମେଦିନୀପୁର ଅଞ୍ଚଳର ହୋଇଥିବା ବେଳେ ସେ ମୁକୁନ୍ଦପ୍ରସାଦରେ ଭଡାରେ ରହି ମିସ୍ତ୍ରୀ କାମ କରୁଥିଲେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link