College Student Video: ଚୁଟି ଟଣାଟଣି ହୋଇ ମରାମରି ହେଲେ କଲେଜର ସିନିୟର ଜୁନିୟର ଛାତ୍ରୀ

Rashmita Sahoo Mon, 07 Oct 2024-5:04 pm,

College Student Video: ବାପା ମା କଷ୍ଟ କରି ଟଙ୍କା ଖର୍ଚ୍ଚ କରି ପୁଅ ଝିଅଙ୍କୁ କଲେଜକୁ ଛାଡନ୍ତି ପାଠ ପଢିବାକୁ । ହେଲେ ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କିଛି ଛାତ୍ରୀ ପ୍ରଥମେ କିଛି ଛାତ୍ରୀଙ୍କ ଗ୍ରୁପ ସହ କଥାବାର୍ତ୍ତା ହେବାକୁ ଆରମ୍ଭ କରିଛନ୍ତି। ତେବେ କ୍ୟାରେକ୍ଟର ସାର୍ଟିଫିକେଟକୁ ନେଇ ଯୁକ୍ତିତର୍କ ଚାଲିଥିବା ବେଳେ ଅନ୍ୟ ଗ୍ରୁପର ଜଣେ ଛାତ୍ରୀ ହଠାତ୍ ହାତ ଉଠେଇ ଚାପୁଡାଟେ କଷିଦେଇଥିଲେ। ଆଉ ଏହାପରେ ଦେଖିବାକୁ ମିଳିଥିଲା ଖଣ୍ଡଯୁଦ୍ଧ। ଚୁଟି ଟଣାଟଣି ସହ ଭାଷା ଅଭାଷା କହି ତଳେ ଗଡି ମରାମରିର ଏ ଭିଜୁଆଲ୍ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ଏହା କେଉଁ କଲେଜର ତାହା ଜଣାପଡିନାହିଁ। Also Read: Vijaya Dashami 2024: ଦଶହରାରେ ଏସବୁ କାର୍ଯ୍ୟରୁ ରୁହନ୍ତୁ ଦୂରେଇ, ନଚେତ୍ ଜୀବନସାରା ରହିବେ ଦୁଃଖରେ!

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link