Aseema Siddhanta Video: ଷ୍ଟେଜ ଉପରେ ସାଙ୍ଗ ହୋଇ ଗୀତ ଗାଇଲେ ସିଦ୍ଧାନ୍ତ ଓ ଅସୀମା ପଣ୍ଡା, ଦେଖନ୍ତୁ ଭିଡିଓ

ରଶ୍ମିତା ସାହୁ Tue, 17 Oct 2023-3:45 pm,

୨୦ ଅକ୍ଟୋବର ୨୦୨୩ ରେ ରିଲିଜ ହେବାକୁ ଯାଉଛି ଓଲିଉଡ ଫିଲ୍ମ କଟକ-ଶେଷରୁ ଆରମ୍ଭ । ଏବଂ ଏହାର ବହୁ ପ୍ରତିକ୍ଷିତ ଗୀତ ତୁମେ ଯଦି ଗଢିଦିଅ ଗୀତ ରିଲିଜ ହୋଇସାରିଛି। ତେବେ ଏହାର ଅଡିଓ ଲଞ୍ଚ ସମୟରେ ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୋଟିଏ ଷ୍ଟେଜରେ ଏକାଠି ହୋଇଥିଲେ ଗାୟକ ହ୍ୟୁମାନ ସାଗର, ଗାୟିକା ଅସୀମା ପଣ୍ଡା ଓ ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର। ତେବେ ଅସୀମାଙ୍କ ଭଏସରୁ ଏହି ପୁରୁଣା ଗୀତରେ ନୂଆ ମ୍ୟୁଜିକ ର ଛୁଙ୍କ ଅତ୍ୟନ୍ତ ମନୋରମ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link