Aseema Panda Video: ଅସୀମାଙ୍କ ମନରେ କିଏ ବୁଣିଲା ପ୍ରେମ ମୂରୁଜ, ଲାଜେଇ ଲାଜେଇ କଲେ ଭିଡିଓ

ରଶ୍ମିତା ସାହୁ Tue, 24 Oct 2023-9:26 pm,

ଗାୟିକା ଅସୀମା ପଣ୍ଡା ଏବେ ସୋସିଆଲ ମିଡିଆରେ ଖୁବ ସକ୍ରିୟ ରହୁଛନ୍ତି । ପ୍ରତିଟି ଷ୍ଟେଡ ପ୍ରୋଗ୍ରାମଠୁ ଆରମ୍ଭ କରି ଅନେକ ଭିଡିଓ ସେ ନିଜ ଇନଷ୍ଟା ପେଜରେ ସେୟାର କରୁଛନ୍ତି । ଫ୍ୟାନ୍ସ ମାନେ ବି ସିଙ୍ଗର ଅସୀମା ଙ୍କ ଫଟୋ ଓ ଭିଡିଓରେ ରିଆକ୍ସନ ଦେଇଥାନ୍ତି । ତେବେ ନିଜ ର ଏକ ଗୀତ ପ୍ରେମ ମୂରୁଜରେ ସୁନ୍ଦର ଏକ୍ସପ୍ରେସନ ଦେଇଛନ୍ତି ଅସୀମା। ଆପଣ ବି ଦେଖନ୍ତୁ ଏହି ଭିଡିଓ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link