Aseema Panda Video: ସମ୍ବଲପୁରୀ ଗୀତରେ ଜୋରଦାର ଠୁମକା ଲଗାଇଲେ ଗାୟିକା ଅସୀମା, ଭିଡିଓ ଭାଇରାଲ

Rashmita Sahoo Nov 10, 2024, 18:39 PM IST

Aseema Panda Video: ସମ୍ବଲପୁରୀ ଗୀତରେ ଜୋରଦାର ଠୁମକା ଲଗାଇଲେ ଗାୟିକା ଅସୀମା । ଗାୟିକା ଅସୀମାଙ୍କୁ କିଏ ବା ନଜାଣେ। ଓଡ଼ିଶାର ଘରେ ଘରେ ପରିଚିତ ଏବେ ଅସୀମା ପଣ୍ଡା। ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଆକ୍ଟିଭ୍ ରହିଥାନ୍ତି ଗାୟିକା ଅସୀମା ପଣ୍ଡା। ପ୍ରତିଟି ଭିଡିଓ ଓ ପୋଷ୍ଟ ସେ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥାନ୍ତି ଅସୀମା ପଣ୍ଡା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link