Asima Panda Viral Video: କାର୍ ଭିତରୁ ଭାଇରାଲ୍ ହେଲା କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କ ଏହି ଭିଡିଓ, ଦେଖନ୍ତୁ

Narmada Behera Sat, 26 Oct 2024-8:55 am,

Asima Panda Viral Video: ଓଡିଆ କଣ୍ଠଶିଳ୍ପୀ ଅସୀମା ପଣ୍ତା । କଣ୍ଠଶିଳ୍ପୀଙ୍କର ରାଜ୍ୟ ଓ ରାଜ୍ୟ ବାହାରେ ଅଗଣିତ ଫ୍ୟାନ୍ସ ଅଛନ୍ତି। ତାଙ୍କର ସ୍ବର ଦର୍ଶକଙ୍କ ମନ କିଣେ। ଯେଉଁଠି ଅସୀମାଙ୍କ ଷ୍ଟେଜ୍ ସୋ- ହୁଏ। ସେଠାରେ ଫ୍ୟାନ୍ସଙ୍କର ସଂଖ୍ୟା ବଢିଯାଏ। ତେବେ, ଅସୀମା କେବଳ ଜଣେ ଭଲ ଗାୟିକା ନୁହଁନ୍ତି ସେ ଜଣେ ଭଲ ଡାନ୍ସର ମଧ୍ୟ । ତେବେ, ଏହାରି ଭିତରେ ଅସୀମାଙ୍କର ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।  ତାହା ପୁଣି କାର୍ ଭିତରୁ ଭାଇରାଲ୍ ହୋଇଛି। କାର୍ ଭିତରେ ଅନ୍ୟ ଜଣେ ଯୁବକଙ୍କୁ ମଧ୍ୟ ଦେଖିବାକୁ ମିଳୁଛି । ଦେଖନ୍ତୁ ଏହି ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link