Neha Kakkar Video: ସ୍ୱାମୀଙ୍କ ସହ ଏମିତି ଭିଡିଓ ସେୟାର କରି ହରଡ଼ଘଣାରେ ନେହା କକ୍କର, ସୋସିଆଲ ମିଡିଆରେ ଝଡ଼

Rashmita Sahoo Fri, 23 Aug 2024-5:26 pm,

ବଲିଉଡର ପ୍ରସିଦ୍ଧ ଗାୟିକା ନେହା କକ୍କଡ ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ ଥାଆନ୍ତି । ସେ ଏଥିରେ ନିଜର ସ୍ୱାମୀ ରୋମନପ୍ରୀତ ସିଂଙ୍କ ସହ ଭିଡିଓ ସେୟାର କରନ୍ତି । ଏହାବାଦ ଅନେକ ଫଟୋରେ ଉଭୟ ଦମ୍ପତି ବେଶ୍ ସୁନ୍ଦର ଲାଗନ୍ତି । ଇତିମଧ୍ୟରେ, ନେହା ଏକ ଭିଡିଓ ସେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ନେହା ତାଙ୍କ ସ୍ୱାମୀଙ୍କ କୋଳରେ ମୁଣ୍ଡ ରଖିଛନ୍ତି । ସେପଟେ ନେହାଙ୍କ ସ୍ୱାମୀ ସେମ୍ପେନ ପିଉଥିବା ଭିଡିଓରେ ନଜର ଆସୁଛନ୍ତି । ଏହି ଭିଡିଓର କ୍ୟାପସନରେ ନେହା ଲେଖିଛନ୍ତି, ‘ମେରା ସେଫ ପ୍ଲେସ’ । ଭିଡିଓରେ ସେ ନିଜ ସ୍ୱାମୀକୁ ଟ୍ୟାଗ କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link