Dance Video: ପୁଷ୍ପା ଗୀତ `ହେ ଆଣ୍ଟୱା`ରେ ନାଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଲେ ଏହି କୁନି ଝିଅ, ଡ୍ୟାନ୍ସ ଷ୍ଟେପ୍ ଦେଖି ଆପଣ ବି କହିବେ `WOW`

Jagdish Barik Wed, 19 Apr 2023-5:37 pm,

Girl Dance Video: ସୋସିଆଲ ମିଡିଆରେ ଏକ ଛୋଟ ଝିଅର ଭିଡିଓ ଭାଇରଲ ହେଉଛି, ଯେଉଁଥିରେ ସେ 'ପୁଷ୍ପା' ଚଳଚ୍ଚିତ୍ରର 'ଓ ଆଣ୍ଟୱା' ଗୀତରେ ନାଚୁଛନ୍ତି ଓ ତାଙ୍କର ଡ୍ୟାନ୍ସ ଷ୍ଟେପ୍ ଆଶ୍ଚର୍ଯ୍ୟଜନକ ଅଟେ । ଦେଖନ୍ତୁ ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link