Viral video: ଫଣା ଟେକି ଚୋଟ ମାରିଲା ନାଗରାଜ, ମହିଷୀ କଲା ଏପରି କାମ ସାପ ହୋଇଗଲା ଆଶ୍ଚର୍ଯ୍ୟ!

Jagdish Barik Wed, 28 Aug 2024-6:55 pm,

Snake buffalo viral video: ସାରା ବିଶ୍ୱରେ ବହୁତ ଲୋକ ଏପରି ଅଛନ୍ତି ଯେଉଁମାନେ କେବଳ ସାପର କଥା ଶୁଣି ଭୟଭୀତ ହୋଇ କମ୍ପିବା ଆରମ୍ଭ କରନ୍ତି। ବର୍ତ୍ତମାନ ସାପ ସହ ଜଡିତ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି, ଯେଉଁଥିରେ ସାପ ଓ ମହିଷୀ ମୁହାଁମୁହିଁ ଦେଖାଯାଉଛନ୍ତି, କିନ୍ତୁ ଭିଡିଓରେ ପରବର୍ତ୍ତୀ ଘଟଣା ଦେଖିବା ପରେ ଆପଣ ନିଜ ଆଖିକୁ ବିଶ୍ୱାସ କରିବା ନିଶ୍ଚିତ ଭାବରେ କଷ୍ଟକର ହେବ। ଦେଖନ୍ତୁ ଏହି ଭିଡଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link