Keonjhar Accident: ଏମିତି ବି ଆସେ ମୃତ୍ୟୁ, ସାଥି ହୋଇ ଚାଲିଗଲେ ଶାଶୂ, ଶ୍ୱଶୁର ସହ ଜ୍ୱାଇଁ

ରଶ୍ମିତା ସାହୁ Fri, 29 Sep 2023-4:00 pm,

ବାଇକ୍ ଦୁର୍ଘଟଣାରେ ମିଳିଲା ମୃତକଙ୍କ ପରିତୟ। ମୃତକ ମାନେ ହେଲେ ଘଷିପୁରା ଥାନା କଲାବିଲା ଗାଁ ର ସହଦେବ ବେହେରା ପତ୍ନୀ ଚାନ୍ଦିନୀ ବେହେରା ଓ ଜ୍ବାଇଁ ଅଭିରାମ ବେହେରା ।ମୟୁରଭଞ୍ଜ ଜିଲା କରଞ୍ଜିଆ ଥାନା ବାଟପଳାସା ଗାଁ ରେ ଅଭିରାମ ଙ୍କ ଘର | ଉଭୟ ଶାଶୁ ଶ୍ୱଶୁର ଜ୍ୱାଇଁ ଙ୍କ ଘରକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା |ଦୁର୍ଘଟଣା ର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ର ତଦନ୍ତ ଜାରି ରହିଛି |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link