Dance Video: ସମ୍ବଲପୁରୀ ଗୀତରେ ସୋନା ଦେ ନିଜ ବୟଫ୍ରେଣ୍ଡ ସାଙ୍ଗରେ କଲେ ଚତ୍ମକାର ଡ୍ୟାନ୍ସ,ଭିଡିଓ ଭାଇରାଲ୍

Jagdish Barik Thu, 16 Nov 2023-7:59 pm,

Sona Dey Viral Sambalpuri Dance Video: ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଡ୍ୟାନ୍ସ ଭିଡିଓ ଜୋରଦାର ଭାଇରାଲ ହେଉଛି । ଯେଉଁ ଭିଡିଓରେ ସୋନା ଦେ ନାମକ ଏକ ବଙ୍ଗିୟ ମଡେଲ୍ ନିଜ ବୟଫ୍ରେଣ୍ଡ ସହ ଏକ ସମ୍ବଲପୁରୀ ଗୀତରେ ଚତ୍ମକାର ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି । ଯାହା ବର୍ତ୍ତମାନ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଦେଖନ୍ତୁ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link