Sradha Panigrahi: କାହା Tshirt ପିନ୍ଧି ମୁରୁକି ମୁରୁକି ହସୁଛନ୍ତି ଶ୍ରଦ୍ଧା, ସେୟାର କଲେ ଭିଡିଓ

ରଶ୍ମିତା ସାହୁ Wed, 18 Oct 2023-5:39 pm,

ପପୁଲାର ସିରିଏଲ ଖୁସିର ଛୁଙ୍କ ରେ ଦମଦାର ଅଭିନୟ କରି ସମସ୍ତଙ୍କ ମନ କିଣିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ । ଏହାସହ ଅନେକ ଓଡ଼ିଆ ଆଲବମରେ ଦେଖିବାକୁ ମିଳିଛି ଶ୍ରଦ୍ଧାଙ୍କ ଟ୍ୟାଲେଣ୍ଟ । ତେବେ ଇନଷ୍ଟା ପେଜରେ ଏକ କ୍ୟୁଟ ଭିଡିଓ ସେୟାର କରିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା । କ୍ୟାପସନରେ ଲେଖିଛନ୍ତି ଯେତେବେଳେ ଝିଅ ମାନେ ନିଜ ପୁରୁଷ ବନ୍ଧୁଙ୍କୁ ଭେଟିସାରିବା ପରେ ମନେ ମନେ କଣ ଭାବନ୍ତି ଏହାସହ ଏଥିରେ ସେ ଟ୍ରେଣ୍ଡିଂ ସଙ୍ଗ ଗୁଦିଲୋର ମ୍ୟୁଜିକ୍ ସେୟାର କରିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link