Exercise For Knee: ଦୀର୍ଘକାଳୀନରେ ଆଣ୍ଠୁ ସ୍ୱାସ୍ଥ୍ୟ ପାଇଁ କ`ଣ କରିବା ଜରୁରୀ ?

ରଶ୍ମିତା ସାହୁ Tue, 07 Nov 2023-7:13 pm,

ଏକ ସାଧାରଣ ଧାରଣା ରହିଛି ଯେ ଭାରତ୍ତୋଳନ ଏବଂ ଶକ୍ତି ପ୍ରଶିକ୍ଷଣ ଆଣ୍ଠୁ ଉପରେ ଅତିରିକ୍ତ ଚାପ ପକାଇଥାଏ ଏବଂଲମ୍ବା ଅବଧିରେ ଏହା ଆଣ୍ଠୁପାଇଁ କ୍ଷତି କାରକ । ତେବେ ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଏହାର ବିପରୀତ ପ୍ରମାଣ ମିଳିଛି । ଜଣା ପଡ଼ିଛି ଯେ, ନିୟମିତ ଶକ୍ତି ପ୍ରଶିକ୍ଷଣ ଆଣ୍ଠୁକୁ ସୁରକ୍ଷା ଦେଇଥାଏ ଏବଂ ଅଷ୍ଟିଓଆର୍ଥ୍ରାଇଟିସକୁ ରୋକିଥାଏ । ଭାରତ୍ତୋଳନ ଓ ଶକ୍ତି ପ୍ରଶିକ୍ଷଣର ଆଣ୍ଠୁ ଉପରେ ପ୍ରଭାବ ଉପରେ ହୋଇଥିବା ଗବେଷଣାରେ ମୋଟ ୨୬୦୭ ଜଣ ମେଦବହୁଳତାର ଶିକାର ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା । ଯେଉଁମାନଙ୍କ ମଧ୍ଯରୁ ୪୪ପ୍ରତିଶତ ପୁରୁଷ ଥିଲେ । ସେମାନଙ୍କ ମଧ୍ୟରୁ ୧୭୮୯ ଜଣ ଶକ୍ତି ପ୍ରଶିକ୍ଷଣ ବ୍ୟାୟାମ କରୁନଥିଲେ ଏବଂ ୮୧୮ ଜଣ ନିୟମିତ ଶକ୍ତି ପ୍ରଶିକ୍ଷଣ କରୁଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link