Python Rescue Video: ୨୨ ବର୍ଷୀୟ ଛାତ୍ର ଧରିଲା ସବୁଠୁ ଲମ୍ବା ଅଜଗର, ଭୟାନକ ସାପର ଭିଡିଓ ଦେଖି ଥରି ଉଠିବେ ଆପଣ

Jagdish Barik Sat, 15 Jul 2023-10:07 pm,

Burmese Python Rescue Video: ଏହି ସାପ ଫ୍ଲୋରିଡାଠାରେ ଧରାଯାଇଥିଲା ଯାହାର ଲମ୍ବ ୧୯ ଫୁଟ ଓ ଓଜନ 125 ପାଉଣ୍ଡ (୫୬.୬ କିଲୋଗ୍ରାମ) । ଭିଡିଓରେ ସାପଟି ବହୁତ ରାଗିଥିବାର ନଜର ଆସୁଛି । ଦେଖନ୍ତୁ ଏହି ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link