Mangal Arati Darshan: ରଥାରୂଢ ଶ୍ରୀଜୀଉଙ୍କ ଦିବ୍ୟ ଦୁର୍ଲ୍ଲଭ ମଙ୍ଗଳ ଆଳତୀ

Narmada Behera Wed, 17 Jul 2024-10:54 am,

Mangal Arati Darshan: ଲୋକାରଣ୍ୟ ହୋଇପଡିଛି ଶ୍ରୀକ୍ଷେତ୍ର।  ଆଜି ରଥାରୂଢ ମହାପ୍ରଭୁଙ୍କର ସୁନାବେଶ ବା ବଡ଼ ତଡାଉ ବେଶ ଅନୁଷ୍ଠିତ ହେବ।  ଧାର୍ଯ୍ୟ ନୀତିକାନ୍ତି ଅନୁସାରେ, ଆପାତତଃ ସଂନ୍ଧ୍ୟା ୫ଟା ବେଳେ ଏହି ବେଶ ଦର୍ଶନ ଆରମ୍ଭ ହେବ। ରାତି ପ୍ରାୟ  ୧୧ଟା ପର୍ଯ୍ୟନ୍ତ ଶ୍ରୀଜିଉମାନଙ୍କ ସୁନାବେଶ ଦର୍ଶନ ରହିବ। ସୁନାବେଶରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ୍ ବ୍ୟବସ୍ଥା ରଖାଯାଇଛି।  ୧୯୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୃତୟନ ହୋଇଛନ୍ତି। ସ୍ବତନ୍ତ୍ର ଭାବେ ଟ୍ରାଫିକ୍ ବ୍ୟବସ୍ଥା ମଧ୍ୟ କରାଯାଉଛି। ସେପଟେ, ଆଜି ସକାଳ ସମୟରେ ରଥାରୂଢ ଶ୍ରୀ ଜୀଉମାନଙ୍କ ରଥ ଉପରେ ଦିବ୍ୟ ଦୁର୍ଲ୍ଲଭ ମଙ୍ଗଳ ମଙ୍ଗଳ ଆଳତୀ ହୋଇଛି । ଦେଖନ୍ତୁ ଏହି ଭକ୍ତିମୟ ଭିଡ଼ିଓ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link