Sunny Leone Video: ଭକ୍ତିରେ ଲୀନ ହେଲେ ସନ୍ନି ଲିଓନି; ବାରଣାସିରେ କଲେ ଗଙ୍ଗା ଆଳତି, ଭିଡ଼ିଓ ଭାଇରାଲ୍

Jagdish Barik Fri, 17 Nov 2023-5:04 pm,

Sunny Leone Ganga Aarti Video: ବଲିଉଡରେ ଅଭିନେତ୍ରୀ ସନ୍ନି ଲିଓନିଙ୍କୁ ବାରାଣାସୀରେ ଆଧ୍ୟାତ୍ମିକ ରଙ୍ଗରେ ଦେଖିବାକୁ ମିଳିଥିଲା । ସେ ନିଜେ ବୈଦିକ ପରମ୍ପରା ଅନୁଯାୟୀ ମା' ଗଙ୍ଗାର ଆରତୀ କରିଥିଲେ । ଏହା ପରେ ସେଠାରେ ପ୍ରାୟ ଏକ ଘଣ୍ଟା ପାଇଁ ମା ଗଙ୍ଗାଙ୍କ ଆରତୀ ଦେଖିଥିଲେ । ଅଭିନେତ୍ରୀ ନିଜର ନୂତନ ଆଲବମର ପ୍ରମୋସନ ପାଇଁ ବାରାଣାସୀକୁ ଆସିଥିଲେ । ସନ୍ନି ଲିଓନି ଗଙ୍ଗା ଆଳତି କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଦେଖନ୍ତୁ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link