Rani Panda Video Viral: ରାଣୀ ପଣ୍ଡାଙ୍କୁ ଭେଟିଲେ ବରିଷ୍ଠ ନେତା ସୁର ରାଉତରାୟ, ଭିଡିଓ ଭାଇରାଲ

Rashmita Sahoo Jan 27, 2025, 17:13 PM IST

Rani Panda Video Viral: ରାଣୀ ପଣ୍ଡାଙ୍କୁ ଭେଟିଲେ ବରିଷ୍ଠ ନେତା ସୁର ରାଉତରାୟ, ଭିଡିଓ ଭାଇରାଲ। କିଛିଦିନ ହେଲା ଖୁବ ଅସୁସ୍ଥ ଅଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏବେ ତାଙ୍କ ଫ୍ୟାନ୍ସ ମାନେ ଖୁବ ଚିନ୍ତିତ। ତେବେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ମଧ୍ୟ ରାଣୀ ପଣ୍ଡାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଯାଇ ତାଙ୍କ ଘରକୁ ଯାଇଛନ୍ତି। ଏହାର ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ରାଣୀଙ୍କୁ ସାହାସ ଦେବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ଯତ୍ନ ନେବାକୁ କହିଛନ୍ତି। ଆପଣ ବି ଦେଖନ୍ତୁ ଭିଡିଓ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link