Puri Crime Video: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗାଁରେ ବୁଲିଲା ଖଣ୍ଡା, ଭାଇରାଲ ହେଲା ଭିଡିଓ

ରଶ୍ମିତା ସାହୁ Mon, 11 Sep 2023-7:03 pm,

ଗଡିଶାଗୋଦା ଥାନା ପନାକ୍ଷୀରି ଗ୍ରାମରେ ଦିନ ଦିପହରେ ବୁଲିଲା ଖଣ୍ଡା। ଗୋଟାଏ ନୁହେଁ କି ଦୁଇଟି ନୁହେଁ ତିନୋଟି ଖଣ୍ଡା ବୁଲିଲା ଗାଁରେ। ପୂର୍ବ ଶତୃତାକୁ କେନ୍ଦ୍ରକରି ସେହି ଗ୍ରାମର କୃପାସିନ୍ଧୁ ନାୟକ , ତାଙ୍କ ପୁତୁରା ସୁତୁନା ଗ୍ରହାଚାର୍ଯ୍ଯ ଓ ଭଣଜା ଅବିନାଶ ମହାପାତ୍ର ମିଳିତ ଭାବେ ତିନୋଟି ଖଣ୍ଡା ଧରି ଗାଁ ଦାଣ୍ଡରେ ଆତଙ୍କିତ କରିଥିଲେ। ସଂନ୍ତୋଷ ମହାପାତ୍ର ଓ ତାଙ୍କ ପରିବାରକୁ ଆକ୍ରମଣ କରିବାକୁ ଧମକ ଦେଇଥିଲେ। ଏନେଇ ସନ୍ତୋଷ ଗଡିଶାଗୋଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ପୁଲିସ ଏପର୍ଯ୍ୟନ୍ତ ଅପରାଧି ମାନଙ୍କୁ ଗିରଫ କରିନଥିବା ଜଣାପଡିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link