ସ୍କୁଲରେ ଶାଢ଼ୀ ପିନ୍ଧି `ଗୋଲାପୀ ଶାରାରା`ରେ ଗୀତରେ ପିଲାଙ୍କ ସହ ଜୋରଦାର ନାଚିଲେ ଦିଦି, ଦେଖିଛନ୍ତି କି ଏହି ଭିଡିଓ?

Jagdish Barik Fri, 15 Dec 2023-8:06 pm,

Teacher Viral Dance Video: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁ ଭିଡିଓରେ ଆପଣ ଚାରିଜଣ ସ୍କୁଲ ଛାତ୍ରୀ ସମେତ ଏକ ଶିକ୍ଷକୟତ୍ରୀ ନାଚୁଥିବା ଦେଖିବାକୁ ପାଇବେ । ଏଥିରେ ଦେଖିବାକୁ ମିଳେ ଯେ ଶାଢ଼ୀ ପିନ୍ଧି ଜଣେ ଦିଦି ହିଟ୍ ଗୀତ 'ଗୁଲାବୀ ଶାରାରା'ରେ ଅତି ସୁନ୍ଦର ଭାବରେ ନାଚୁଛନ୍ତି । ଏହା ସହିତ ସ୍କୁଲ୍ ଛାତ୍ରୀମାନେ ମଧ୍ୟ ତାଙ୍କ ଷ୍ଟେପକୁ ଅନୁସରଣ କରୁଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେଉଛି । ଦେଖନ୍ତୁ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link