Team India: ମ୍ୟାଚ୍ ପୂର୍ବରୁ ପରିବାର ସହ ଦୀପାବଳି ପାଳିଲେ ଭାରତୀୟ ଟିମ୍

ରଶ୍ମିତା ସାହୁ Sun, 12 Nov 2023-2:00 pm,

ଦୀପାବଳି ଅବସରରେ ନେଦରଲ୍ୟାଣ୍ତ ବିପକ୍ଷରେ ଭାରତ ବିଶ୍ବକପରେ ଖେଳିବ ଶେଷ ଲିଗ୍ ମ୍ୟାଚ୍ । ଆଜିର ଏହି ମ୍ୟାଚ୍ ବେଙ୍ଗାଲୁରୁ ଚିନସ୍ବାମୀ ଷ୍ଟାଡ଼ିୟମରେ ଖେଳାଯିବ। ଏହାପରେ ନ୍ୟୁଜିଲ୍ୟାଣ୍ତ ସହ ସେମି ଫାଇନାଲ ମୁହାଁମୁହିଁ ହେବ ଟିମ୍ ନେଦରଲ୍ୟାଣ୍ତ ଇଣ୍ତିଆ । ତେବେ ଏହାପୂର୍ବରୁ ଟିମ୍ ଇଣ୍ଡିଆ ନିଜ ପରିବାର ସହ ବେଙ୍ଗାଲୁରୁ ରେ ଦୀପାବଳି ପର୍ବ ଖୁବ ଧୁମଧାମରେ ପାଳନ କରିଛି। ଆଉ ଏହି ସ୍ୱତନ୍ତ୍ର ଉତ୍ସବରେ କ୍ରିକେଟରଙ୍କ ସହ ସେମାନଙ୍କ ପରିବାରକୁ ମଧ୍ୟ ଦେଖିବାକୁ ମିଳିଥିଲା। ଆପଣ ବି ଦେଖନ୍ତୁ ସେହି ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link