Revanth Reddy: କିଏ ଏହି ରେଭନ୍ଥ ରେଡ୍ଡି, ଯିଏ କେସିଆରଙ୍କ ଉପରେ ପଡିଲେ ଭାରୀ !

Sun, 03 Dec 2023-4:52 pm,

୨୪’ ଫାଇନାଲ ପୂର୍ବରୁ ୨୩’ ସେମିଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରିଛି ଭାରତୀୟ ଜନତା ପାର୍ଟି । ମଧ୍ୟପ୍ରଦେଶ ଓ ରାଜସ୍ଥାନ ସହ ଛତିଶଗଡରେ ବି ବିଜେପି ସରକାର ଗଢିବା ନେଇ ଦେଖାଦେଉଛି । ସେପଟେ କିନ୍ତୁ ତେଲେଙ୍ଗାନାରେ ବାଜି ପୂରା ଓଲଟି ପଡ଼ିଛି। ତେଲେଙ୍ଗାନାରେ ବିଧାନସଭା ନିର୍ବାଚନରେ ବର୍ତ୍ତମାନ ସୁଦ୍ଧା କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରୁଥିବା ଜଣାପଡିଛି। ଯଦି ଆମେ ଏହି ପରିସ୍ଥିତି ବିଷୟରେ ଆଲୋଚନା କରିବା, ତେବେ ଏହି ରାଜ୍ୟ ଗଠନ ପରେ ଏହା ପ୍ରଥମ ଥର ହେବ ଯେ ଭାରତ ରାଷ୍ଟ୍ର ସମିତି-ବିଆରଏସ (ପୂର୍ବରୁ ତେଲେଙ୍ଗାନା ରାଷ୍ଟ୍ର ସମିତି-ଟିଆରଏସ) ପରାଜୟର ଦ୍ୱାରଦେଶରେ ପହଞ୍ଚି ସାରିଛି। ଏକ ଆଞ୍ଚଳିକ ଦଳକୁ ପରାଜିତ କରି ଏବେ କଂଗ୍ରେସ ଶାସନ ଗାଦିକୁ ଫେରିବାକୁ ଯାଉଛି। ଏହା ସହିତ ଏଠାରେ ଆଲୋଚନାରେ ଗୋଟିଏ ନାମ ହେଉଛି ରେଭନ୍ଥ ରେଡ୍ଡୀ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link