World Cup 2023: ୱାର୍ଲଡ କପ୍ ଆଣିବ କି ଭାରତ ! କଣ କହୁଛି ଏହି ୧୦ ଖେଳାଳିଙ୍କ ପରଫରମାନ୍ସ

ରଶ୍ମିତା ସାହୁ Tue, 07 Nov 2023-5:13 pm,

World Cup 2023: ୱାର୍ଲଡ କପ୍ ରେ ଭାରତର ପ୍ରଦର୍ଶନ ଖୁବ ଚମତ୍କାର ରହିଆସିଛି। ଏବେ ସୁଦ୍ଧା ଟୁର୍ଣ୍ଣାମେଣ୍ଟର ସବୁ ଲିଗ୍ ମ୍ୟାଚ୍ ଜିତି ସାରିଛି ଭାରତୀୟ ଟିମ୍ । ଆଠଟି ମ୍ୟାଚ୍ ରୁ ସବୁ ମ୍ୟାଚ୍ ତକ ଜିତିସାରିଛି ଭାରତ ଟିମ୍। ଯାହାଫଳରେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଭାରତୀୟ ଟିମ୍। ଏହି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍ କୁ କେହି ମାତ୍ ଦେଇପାରି ନାହାଁନ୍ତି। ଅଷ୍ଟ୍ରେଲିଆ, ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ସମେତ ସମସ୍ତ ଦଳ ବିପକ୍ଷରେ ଭାରତ ଏକପାଖିଆ ବିଜୟ ହାସଲ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୨୩ ବିଶ୍ୱକପରେ ଟିମ୍ ଇଣ୍ଡିଆ ଗୋଟିଏ କିମ୍ବା ଦୁଇଟି ଖେଳାଳିଙ୍କ ଉପରେ ନିର୍ଭରଶୀଳ ନୁହେଁ, ବରଂ ଦଳର ୧୦ ଖେଳାଳି ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଏହି ୧୦ ଖେଳାଳିଙ୍କ ପରିସଂଖ୍ୟାନ ବାସ୍ତବରେ ଆଶ୍ଚର୍ଯ୍ୟଜନକ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link