Little boy singing: `ମାନେ ମେରୀ ଜାନ` ଗୀତଟିକୁ ଅତି ସୁନ୍ଦର ଭାବରେ ଗାଉଛନ୍ତି ଏହି ଶିଶୁ; ଆପଣ ଶୁଣିଲେ କହିବେ- ଚମତ୍କାର?

Jagdish Barik Tue, 16 May 2023-1:48 am,

Little boy singing video: ଶିଶୁର ଏହି ସୁନ୍ଦର ଗୀତ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି, ଯାହା ୪୦ ମିଲିୟନରୁ ଅଧିକ ଥର ଦେଖାଯାଇଥିବାବେଳେ ୪ ମିଲିୟନରୁ ଅଧିକ ଲୋକ ଏହି ଭିଡିଓକୁ ଲାଇକ କରିଛନ୍ତି । ସେ ଭିଡିଓରେ 'ମାନେ ମେରୀ ଜାନ' ଗୀତଟିକୁ ଅତି ସୁନ୍ଦର ଭାବରେ ଗାଉଥିବାର ଦେଖିବାକୁ ମିଳୁଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link