VIDEO: ନିଜ କନିଆଁକୁ ଦେଖି ଭୋ-ଭୋ ହୋଇ କାନ୍ଦିଲା ବର, ଲୋକେ କହିଲେ- ଡ୍ରାମା ବନ୍ଦ କର

Jagdish Barik Jul 13, 2023, 15:46 PM IST

Bride Groom Video: ବିବାହରେ ବର ଓ କନିଆଁର ଅନେକ ମଜାଳିଆ ଭିଡିଓ ଆପଣ ନିଶ୍ଚୟ ଦେଖିଥିବେ, କିନ୍ତୁ ଆପଣ କେବେ ବର କାନ୍ଦୁଥିବା ଦେଖିଛନ୍ତି କି? ଏହି ଭାଇରାଲ୍ ଭିଡିଓରେ ସମାନ କିଛି ଦେଖିବାକୁ ମିଳୁଛି, କିନ୍ତୁ ଲୋକମାନେ ରାଗି ବରର ଲୁହକୁ 'ଡ୍ରାମା' ବୋଲି କହୁଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link