Dance video: କୁନି ଝିଅର `ବେଶରମ ରଙ୍ଗ` ଗୀତରେ ଜବରଦସ୍ତ ଡ୍ୟାନ୍ସ; ଆପଣ ମଧ୍ୟ ହୋଇଯିବେ ଚକିତ, ଦେଖନ୍ତୁ ଭଡ଼ିଓ

Jagdish Barik Wed, 14 Jun 2023-11:38 pm,

Dance video: 'ବେଶରମ ରଙ୍ଗ' ଗୀତରେ ଏକ ଛୋଟ ଝିଅର ନାଚୁଥିବା ଭିଡିଓ ବର୍ତ୍ତମାନ ଜୋରଦାର ଭାଇରାଲ ହେଉଛି । ଝିଅଟି ଏତେ ସୁନ୍ଦର ଡ୍ୟାନ୍ସ କରିଛି ଯେ ଲୋକମାନେ ଡ୍ୟାନ୍ସ ଷ୍ଟେପ୍ ବିସ୍ମିତ ହେଉଛନ୍ତି । ଆପଣ ଦେଖନ୍ତୁ ଏହି ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link