Shocking Video: ବାଇକରେ ତିନି ଜଣ ମହିଳାଙ୍କୁ କିଛି ଏପରି ଭାବେ ବସାଇ ଚଲାଉଥିଲେ ବ୍ୟକ୍ତି; ଭଡ଼ିଓ ଦେଖି ଆପଣଙ୍କ ବୁଲାଇଦେବ ମଥା!

Jagdish Barik Thu, 18 May 2023-7:40 pm,

Shocking Video: ଆପଣ ଏହି ଭାଇରାଲ୍ ଭିଡିଓରେ ଦେଖି ପାରିବେ ଗୋଟିଏ ବାଇକରେ ଜଣେ ପୁରୁଷଙ୍କ ବ୍ୟତୀତ ଅନ୍ୟ ତିନିଜଣ ମହିଳା ବସି ଯାଉଛନ୍ତି । ଭିଡିଓରେ ମହିଳାଙ୍କ ବସିବାର ଶୈଳୀ ଦେଖି ଲୋକଙ୍କ ମନ ଦ୍ୱନ୍ଦ୍ୱରେ ଉପୁଜୁଛି । ଆପଣ ଦେଖନ୍ତୁ ଏହି ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link